ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ।

Advertisment
ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଅଘଟଣ ପାଇଁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ । ତୁରନ୍ତ ମାମଲା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଉନ୍ନୟନ କମିଶନର ପିକେ ଜେନାଙ୍କ ନିର୍ଦ୍ଦେଶ ।

publive-image

ତେବେ ଆଜି ନବରଙ୍ଗପୁର ତାଲାପଦର ନିକଟରେ ଭୁଶୁଡିଥିଲା ପୋଲ । ନିର୍ମାଣଧୀନ ଅବସ୍ଥାରେ ପୋଲ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୬ ଆହତ ଥିବା ବେଳେ ୩ ଜଣ ଗୁରୁତର ଥିଲେ । ସମସ୍ତ ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe