କନକ ବ୍ୟୁରୋ : ଭାରତର ବିଶ୍ୱକପ୍ ଅଭିଯାନ ଆରମ୍ଭ, ଆର୍ୟାଲାଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଛି ଦଳ । ୧୧ ବର୍ଷ ପରେ ଆଇସିସି ଟ୍ରଫି ହାତେଇବାକୁ ରୋହିତ ବାହୀନିର ଲକ୍ଷ୍ୟ । ନୁୟର୍କର ନସାଉ କାଉଁଟିଂ ଷ୍ଟାଡିମୟରେ ଆର୍ୟାଲାଣ୍ଡ ବିପକ୍ଷରେ ପଡିଆକୁ ଓହ୍ଲାଇଛି ଦଳ । ଦୁଇ ମାସ ଧରି ଆଇପିଏଲ ମ୍ୟାଚ ଖେଳିବା ପରେ ଭାରତୀୟ ଦଳର ଖେଳାଳିଙ୍କ ମଧ୍ୟରେ ବିଜୟ ନେଇ ଆତ୍ମବିଶ୍ୱାସ ରହିଛି । ଆର୍ୟାଲାଣ୍ଡ ଭଳି ଦୁର୍ବଳ ଦଳ ଉପରେ ରୋହିତ ବାହିନୀ ଭାରି ପଡିବ ବୋଲି କ୍ରିକେଟ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।
ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ । ଆର୍ୟଲ୍ୟାଣ୍ଡ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ, ନ୍ୟୁୟର୍କ ନସାଉ କାଉଟିଂ ଷ୍ଟାଡିୟମରେ ମ୍ୟାଚ ଆୟୋଜିତ
/kanak/media/post_attachments/wp-content/uploads/2024/06/46-1.jpg)