ବାଙ୍କୀ ବଜାରରେ ବୁଲିଲା ଖଣ୍ଡା : ମାରଣାସ୍ତ୍ର ଧରି ଲୋକଙ୍କୁ ଗୋଡ଼ାଇଲେ ଯୁବକ; ଆକ୍ରମଣର ଶିକାର ହେଲା ପୋଲିସ

Advertisment
ବାଙ୍କୀ ବଜାରରେ ବୁଲିଲା ଖଣ୍ଡା : ମାରଣାସ୍ତ୍ର ଧରି ଲୋକଙ୍କୁ ଗୋଡ଼ାଇଲେ ଯୁବକ; ଆକ୍ରମଣର ଶିକାର ହେଲା ପୋଲିସ

କନକ ବ୍ୟୁରୋ : ବାଙ୍କୀ ବଜାରରେ ବୁଲିଲା ଖଣ୍ଡା । ବାଙ୍କୀ ବଜାର ଉପରେ ଜଣେ ଯୁବକ ମାରଣାସ୍ତ୍ର ଧରି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଉଥିବାର ଦେଖିବାକୁ ମିଳିଛି । ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣଙ୍କ ପୋଲିସକୁ ମଧ୍ୟ ଆକ୍ରମଣ କରିଛି । ଯାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକ ଆତଙ୍କିତ ଅଛନ୍ତି । ଖଣ୍ଡା ବୁଲାଇବାର କାରଣ ଅସ୍ପଷ୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe