ଦିନକୁ ଦିନ କମୁଛି ହ୍ରିତିକ ରୋଶନ ଓ ସୁଜୈନଙ୍କ ମଧ୍ୟରେ ଦୂରତା । ଛାଡପତ୍ରପରେ ପରସ୍ପରଠାରୁ ଦୂରେଇଯାଇଥିବା ଏହି ଦୁଇ ଯୋଡି ତଥା ହ୍ରିତିକ ଓ ସୁଜୈନ ଏବେ ସାଧାରଣତଃ ଅଧିକାଂଶ ସମୟରେ ଏକାଠି ନଜର ଆସୁଛନ୍ତି ।
ତେବେ ନିକଟରେ ସୁଜୈନ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହ୍ରିତିକ,ସୁଜୈନ ଓ ଅନ୍ୟ ସେଲିବ୍ରେଟିମାନେ ଏକାଠି ନଜର ଆସିଛନ୍ତି । ଖାଲି ସେତିକି ନୁହେଁ ଉଭୟଙ୍କୁ ମଧ୍ୟ ଏକାଠି ଅନେକ ସମୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଆଉ ଯାହା ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/suzanne-hrithik-roshan.jpg)