ଅଭିନେତ୍ରୀ ସୁସ୍ମିତା ସେନ ଏବେ ନଜର ପୂରା ସମୟ ଦୁଇ ଝିଅ ଏବଂ ତାଙ୍କ ଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନ ଶଲଙ୍କ ସହିତ ବିତାଉଛନ୍ତି । ସୁସ୍ମିତା ଅନେକ ସମୟରେ ଝିଅ ମାନଙ୍କ ସହିତ ମସ୍ତି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କିନ୍ତୁ ଏବେ ବୟଫ୍ରେଣ୍ଡ ରୋହମନଙ୍କ ସହିତ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । ଦୀପାବଳି ଅବସରରେ ସୁସ୍ମିତା ଇଂଷ୍ଟାଗ୍ରାମରେ ଦୁଇ ଝିଅ ଏବଂ ରୋହମନଙ୍କ ସହିତ କିଛି ଫଟୋ ସେୟାର କରିଛନ୍ତି । ଫଟୋରେ ସୁସ୍ମିତା ରୋହମନଙ୍କ ସହିତ ଖୁବ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି ।

Advertisment
View this post on Instagram

#duggadugga ❤️

A post shared by Sushmita Sen (@sushmitasen47) on

କହିରଖୁଛୁ ଯେ, ରୋହମନ ଶଲ ଜଣେ ସୁପର ମଡେଲ ଏବଂ ସେ ସୁସ୍ମିତାଙ୍କ ଠାରୁ ୧୫ ବର୍ଷ ସାନ । ସୁସ୍ମିତାଙ୍କ ବୟସ ୪୨ ବର୍ଷ ହୋଇଥିବା ବେଳେ ରୋହମନଙ୍କ ବୟସ ୨୭ ବର୍ଷ ।