ଭଟଲୀରେ ପୁଣି ବାଜିଲା ଶଙ୍ଖ । ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ପୁଣି ବିଧାୟକ ହେଲେ ସୁଶାନ୍ତ ସିଂ ।

ଭଟଲୀରେ ପୁଣି ବାଜିଲା ଶଙ୍ଖ । ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ପୁଣି ବିଧାୟକ ହେଲେ ସୁଶାନ୍ତ ସିଂ ।

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଯୁଦ୍ଧରେ ବାଜି ମାରିଚାଲିଛି ବିଜୁ ଜନତା ଦଳ । ଆଉ ଏହି କ୍ରମରେ ଭଟଲୀ ଆସନକୁ ନିଜ କବଜାକୁ ନେଇଛି ବିଜେଡି । ପୁଣି ଥରେ ଏଠାରେ କମାଲ୍ ଦେଖାଇଛନ୍ତି ବିଜୁ ଜନତା ଦଳ ଯୁବ ନେତା ତଥା ପୂର୍ବତନ ଶ୍ରମମନ୍ତ୍ରୀ ସୁଶାନ୍ତି ସିଂହ ।

ଭଟଲୀରେ ବାଜି ମାରିଛନ୍ତି ସୁଶାନ୍ତ ସିଂ । ନିକଟତମ ପ୍ରତିଦ୍ୱନ୍ଦୀ ଇରାସିସ ଆଚାର୍ଯ୍ୟଙ୍କୁ ୨୩,୨୩୨ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ପୁଣି ଥରେ ବିଧାୟକ ହୋଇଛନ୍ତି ସୁଶାନ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe