କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଯୁଦ୍ଧରେ ବାଜି ମାରିଚାଲିଛି ବିଜୁ ଜନତା ଦଳ । ଆଉ ଏହି କ୍ରମରେ ଭଟଲୀ ଆସନକୁ ନିଜ କବଜାକୁ ନେଇଛି ବିଜେଡି । ପୁଣି ଥରେ ଏଠାରେ କମାଲ୍ ଦେଖାଇଛନ୍ତି ବିଜୁ ଜନତା ଦଳ ଯୁବ ନେତା ତଥା ପୂର୍ବତନ ଶ୍ରମମନ୍ତ୍ରୀ ସୁଶାନ୍ତି ସିଂହ ।
ଭଟଲୀରେ ବାଜି ମାରିଛନ୍ତି ସୁଶାନ୍ତ ସିଂ । ନିକଟତମ ପ୍ରତିଦ୍ୱନ୍ଦୀ ଇରାସିସ ଆଚାର୍ଯ୍ୟଙ୍କୁ ୨୩,୨୩୨ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ପୁଣି ଥରେ ବିଧାୟକ ହୋଇଛନ୍ତି ସୁଶାନ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/D7RCCIjVsAA4JRd.jpg)