ଇଭିଏମ ଭିଭିପାଟ୍ ଯାଞ୍ଚ ମାମଲାରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଭୋଟରଙ୍କୁ କାହିଁକି ଦିଆଯାଇପାରିବନି ସ୍ଲିପ୍ ?

Advertisment
ଇଭିଏମ ଭିଭିପାଟ୍ ଯାଞ୍ଚ ମାମଲାରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଭୋଟରଙ୍କୁ କାହିଁକି ଦିଆଯାଇପାରିବନି ସ୍ଲିପ୍ ?

କନକ ବ୍ୟୁରୋ: ଇଭିଏମ ଭିଭିପାଟ୍ ଯାଞ୍ଚ ମାମଲାରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଭୋଟରଙ୍କୁ କାହିଁକି ଦିଆଯାଇପାରିବନି ଭିଭିପାଟ୍ ସ୍ଲିପ୍ ପ୍ରଶ୍ନ କଲେ ସୁପ୍ରିମକୋର୍ଟ । ଉତ୍ତର ରଖି ନିର୍ବାଚନ କମିଶନ କହିଛନ୍ତି, ଭିଭିପାଟ୍ ସ୍ଲିପ୍ ଦେବାରେ ବହୁତ ବଡ଼ ରିକ୍ସ ରହିଛି । ଏହାଦ୍ୱାରା ଭୋଟରଙ୍କ ଗୋପନିୟତାର ସୁରକ୍ଷା ପାଇଁ ହୋଇଛି ଏଭଳି ବ୍ୟବସ୍ଥା । ସ୍ଲିପ୍ ଦିଆଗଲେ ବୁଥ୍ ବାହାରେ ଏହାର ଅପବ୍ୟବହାର ହୋଇପାରେ । ତେବେ ୫ ଘଣ୍ଟାର ଶୁଣାଣି ପରେ ରାୟ ସରଂକ୍ଷିତ ରଖିôଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତ ଖଣ୍ଡପୀଠ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe