କନକ ବ୍ୟୁରୋ: କରୋନା ପରୀକ୍ଷା ନେଇ ବଡ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନା ପରୀକ୍ଷା ମାଗଣା କରିବାକୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । ମାଗଣାରେ ନମୂନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଉଭୟ ସରକାରୀ ଓ ବେସରକାରୀ ଲ୍ୟାବରେ ମାଗଣାରେ କରୋନା ପରୀକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି । କେବଳ ଅନୁମତିପ୍ରାପ୍ତ ଲ୍ୟାବ ଗୁଡିକରେ ହିଁ କରୋନା ପାଇଁ ନମୂନା ପରୀକ୍ଷା କରାଯାଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/12-5.jpg)