ନିଟ୍ ପରୀକ୍ଷା ଫଳ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ରଦ୍ଦ ହେଲା ଗ୍ରେସ୍ ମାର୍କ ।

Advertisment
ନିଟ୍ ପରୀକ୍ଷା ଫଳ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ରଦ୍ଦ ହେଲା ଗ୍ରେସ୍ ମାର୍କ ।

କନକ ବ୍ୟୁରୋ: ନିଟ୍ ପରୀକ୍ଷା ଫଳ ନେଇ ଚାଲିଥିବା ବିବାଦ ଭିତରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଏକ ମାମଲାର ଶୁଣାଣି ବେଳେ ବଡ ରାୟ ଦେଲେ କୋର୍ଟ । ରଦ୍ଦ ହେଲା ୧୫୬୩ ଛାତ୍ରଙ୍କ ସ୍କୋର କାର୍ଡ । ଗ୍ରେସ୍ ମାର୍କ ପାଇଥିବା ଛାତ୍ର ପୁଣି ଦେବେ ପରୀକ୍ଷା ।

ତେବେ ପରୀକ୍ଷାରେ ୧୫୬୩ ଜଣ ଛାତ୍ର ପାଇଥିଲେ ଗ୍ରେସ୍ ମାର୍କ । ତେବେ ୨୩ ଜୁନରେ ପୁନଃଶ୍ଚ ପରୀକ୍ଷା, ୩୦ ଜୁନ ସୁଦ୍ଧା ବାହାରିବ ରେଜଲ୍ଟ । ନିଟ୍ କାଉନସେଲିଂ ଉପରେ ଲାଗିବନି ରୋକ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe