କନକ ବ୍ୟୁରୋ: ନିଟ୍ ପରୀକ୍ଷା ଫଳ ନେଇ ଚାଲିଥିବା ବିବାଦ ଭିତରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଏକ ମାମଲାର ଶୁଣାଣି ବେଳେ ବଡ ରାୟ ଦେଲେ କୋର୍ଟ । ରଦ୍ଦ ହେଲା ୧୫୬୩ ଛାତ୍ରଙ୍କ ସ୍କୋର କାର୍ଡ । ଗ୍ରେସ୍ ମାର୍କ ପାଇଥିବା ଛାତ୍ର ପୁଣି ଦେବେ ପରୀକ୍ଷା ।
ତେବେ ପରୀକ୍ଷାରେ ୧୫୬୩ ଜଣ ଛାତ୍ର ପାଇଥିଲେ ଗ୍ରେସ୍ ମାର୍କ । ତେବେ ୨୩ ଜୁନରେ ପୁନଃଶ୍ଚ ପରୀକ୍ଷା, ୩୦ ଜୁନ ସୁଦ୍ଧା ବାହାରିବ ରେଜଲ୍ଟ । ନିଟ୍ କାଉନସେଲିଂ ଉପରେ ଲାଗିବନି ରୋକ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/21-9.jpg)