କନକ ବ୍ୟୁରୋ: ପେଟ୍ରୋଲ ପମ୍ପରୁ ବାହାରିଲା ଗୋଳିଆ ପାଣି । ବ୍ରହ୍ମପୁର ହରିଡ଼ାଖଣ୍ଡି ଛକ ନିକଟ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଖରାପ ପେଟ୍ରୋଲ ଦେବାରୁ ଗାଡ଼ି ଇଞ୍ଜିନ ସିଜ୍ ହୋଇଥିଲା । ଏହାକୁ ନେଇ ଯୋଗାଣ ବିଭାଗ ଟିମ୍ ଚଢ଼ାଉ କରିଛନ୍ତି । ଅଭିଯୋଗ ପରେ ଦୁଇ ଦିନ ହେଲା ପେଟ୍ରୋଲ ପମ୍ପ ବନ୍ଦ ପଡ଼ିଛି । ଆଜି ମଧ୍ୟ ଟିମ୍ ଚଢ଼ାଉ କରି ଯାଞ୍ଚ କରୁଛି।