ସିସୋର ଚିଟଫଣ୍ଡ ଠକେଇ ମାମଲା: ପ୍ରଭାତ ବିଶ୍ୱାଳଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍

Advertisment
ସିସୋର ଚିଟଫଣ୍ଡ ଠକେଇ ମାମଲା: ପ୍ରଭାତ ବିଶ୍ୱାଳଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍

କନକ ବ୍ୟୁରୋ: ସିସୋର ଚିଟଫଣ୍ଡ ଠକେଇ ମାମଲା । କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ । ପ୍ରଭାତ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ । ଦ୍ୱିତୀୟ ପର୍ଯ୍ୟାୟ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ ହୋଇଛି । ପ୍ରଶାସନ୍ତ ଦାସ, ପ୍ରଭାତ ଦାସଙ୍କ ନାଁରେ ମଧ୍ୟ ଚାର୍ଜସିଟ ହୋଇଛି । ପ୍ରଶାନ୍ତ ଓ ପ୍ରଭାତ ସି-ସୋର ନିର୍ଦ୍ଦେଶକ ଥିଲେ । ଭୁବନେଶ୍ୱର ପିଏମଏଲଏ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe