ଜଗତସିଂହପୁର : ଜଗତସିଂହପୁର ନୋଳିଆ ସାହିରେ ଏପରି ଭୌତିକ କାଣ୍ଡ ଘଟିଛି, ଯାହା ଗାଁ ଲୋକଙ୍କ ରାତିର ନିଦ ହଜାଇ ଦେଇଛି । ଗାଁର ପାଖାପାଖି ୧୧ଜଣ ମହିଳା ଓ ଯୁବତୀଙ୍କଠାରେ ଦେଖାଯାଉଛି ଏଭଳି ବିଲକ୍ଷଣ । ଏହି ମହିଳାମାନେ କେତେବେଳେ ଅଚାନକ ଦୌଡୁଛନ୍ତି, ବାଟରେ ପଡି ମୂର୍ଚ୍ଛା ହୋଇ ପଡୁଛନ୍ତି ତ କେତେବେଳେ ନିଜକୁ କହୁଛନ୍ତି ଗାଁ ଠାକୁରାଣୀ । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :
ବିଜ୍ଞାନ ଯୁଗରେ ବିଶ୍ୱାସର ଖେଳ : ଭୌତିକ କାଣ୍ଡର ଭୟରେ ଜଗତସିଂହପୁର ନୋଳିଆ ସାହି
/kanak/media/post_attachments/wp-content/uploads/2016/06/IMG_GFX.jpg)