ଫିଲ୍ମ ନିର୍ମାତା ହେବେ ସନି

ଫିଲ୍ମ ନିର୍ମାତା ହେବେ ସନି

ରିୟଲିଟି ଶୋ, ଫିଲ୍ମ ଓ ଆଇଟମ ନମ୍ବର୍ସ ପରେ ଏବେ ଫିଲ୍ମ ର୍ନିମାତା ହେବାକୁ ଇଚ୍ଛା କରିଛନ୍ତି ବଲିଉଡ ଅଭିନେତ୍ରୀ ସନି ଲିଓନି । ଆଉ ଏଥିପାଇଁ ପୁରା ଜୋରସୋରରେ ଲାଗି ପଡିଛନ୍ତି ସନି । ସନି ତାଙ୍କ ନିଦେ୍ର୍ଦଶନାରେ ପ୍ରସ୍ତୁତ କରିବାକୁ ଯାଉଥିବା ଫିଲ୍ମର ଟାଇଟେଲ ଜଣାପଡିନଥିବା ବେଳେ ଏହା ଏକ ଡ୍ରାମା-ଥ୍ରୀଲର ଫିଲ୍ମ ହେବ ବୋଲି କୁହାଯାଉଛି । ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ମଧ୍ୟରେ ସନି ତାଙ୍କ ସୁଟିଂ କାର୍ଯ୍ୟ ଆରମ୍ଭ କରିଦେବେ ବୋଲି ମଧ୍ୟ କୁହାଯାଉଛି । ତେବେ ଫିଲ୍ମଟି ଭଲ ଫିଲ୍ମ ହେବ ବୋଲି କହିଛନ୍ତି ସନି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe