ଏବେ ଚର୍ଚ୍ଚାରେ ସନ୍ନି ଲିଓନି ଓ ଅରବାଜ ଖାନଙ୍କ ଯୋଡି । ଆଉ ଏହି ଯୋଡିକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ବେବି ଡଲ୍ ସନ୍ନି । ଅରବାଜ୍ ମଧ୍ୟ ଦେଇ ସାରିଛନ୍ତି ଗ୍ରୀନ୍ ସିଗନାଲ୍ । ତେବେ ଏହି ଚର୍ଚ୍ଚା ରିୟଲ ଲାଇଫ ନୁହେଁ ବରଂ ରିଲ୍ ଲାଇଫକୁ ନେଇ । ଅପକମିଙ୍ଗ ଫିଲ୍ମ "ତେରା ଇନ୍ତେଜାର'ରେ ଏକାଠି ନଜର ଆସୁଛନ୍ତି ଏହି ଦୁଇ ଯୋଡି । ଆସନ୍ତା ଅଗଷ୍ଟ ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଫିଲ୍ମର ନିର୍ଦେଶନା ଭାର ସମ୍ଭାଳିଛନ୍ତି ରାଜିବ ବାଲିୟା । ତେବେ ଫିଲ୍ମର ୭୫ ପ୍ରତିଶତ ଭାଗ ସୁଟିଂ ବିଦେଶରେ ହେବ ବୋଲି ଜଣାପଡିଛି ।
ସନ୍ନି-ଅରବାଜ ଯୋଡି
/kanak/media/post_attachments/wp-content/uploads/2016/05/sunny-12-720x440.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)