ଦେହ ଦଲାଲ ସୁନୀଲ ମେହେରକୁ ପୁଲିସର ଜେରା, ଫିଟିବ ପେଡ୍ ଗର୍ଲଫ୍ରେଣ୍ଡର ଗୁମର

Advertisment
୫ ଦିନିଆ ରିମାଣ୍ଡରେ ଯାଇପାରେ ସେକ୍ସ କିଙ୍ଗପିନ୍ ସୁନୀଲ ମେହେର

ଭୁବନେଶ୍ୱର : ଆଜିଠାରୁ ଦେହ ବଜାରର ବେତାଜ ବାଦଶାହାକୁ ଜେରା କରିବ କମିଶନରେଟ୍  ପୁଲିସ । ୪ ଦିନିଆ ରିମାଣ୍ଡ ଅବଧି ଭିତରେ ସୁନିଲ ମେହେର ଚଳାଇଥିବା ଅନ୍ତଃରାଜ୍ୟ ସେକ୍ସ ରାକେଟ୍ ବାବଦରେ ପର୍ଦ୍ଦାଫାଶ କରିବ ପୁଲିସ । ସୁନୀଲକୁ ଡାକ୍ତରୀ ଟେଷ୍ଟ ପାଇଁ ଝାରପଡା ଜେଲରୁ ପୁଲିସ ନେଇଛି । ରିମାଣ୍ଡରେ ସୁନିଲର ପେଡþ ଗର୍ଲଫ୍ରେଣ୍ଡ ସ୍କିମ୍ ବି ଖୁଲାସା କରିବ ପୁଲିସ । କେମିତି ଆଉ କାହା ସାହାଯ୍ୟରେ ଦିନକ ପାଇଁ ନୁହେଁ ମାସିକିଆ ଭଡାରେ ଯୁବତୀ ଯୋଗାଡ କରୁଥିଲେ ସେକ୍ସ ରାକେଟ୍ ର ଏହି କିଙ୍ଗପିନ୍ । ଏସବୁର ଖୋଳତାଡ କରିବା ପାଇଁ ସୁନିଲକୁ ଜେରା କରିବ ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe