ଭୁବନେଶ୍ୱର : ଆଜିଠାରୁ ଦେହ ବଜାରର ବେତାଜ ବାଦଶାହାକୁ ଜେରା କରିବ କମିଶନରେଟ୍ ପୁଲିସ । ୪ ଦିନିଆ ରିମାଣ୍ଡ ଅବଧି ଭିତରେ ସୁନିଲ ମେହେର ଚଳାଇଥିବା ଅନ୍ତଃରାଜ୍ୟ ସେକ୍ସ ରାକେଟ୍ ବାବଦରେ ପର୍ଦ୍ଦାଫାଶ କରିବ ପୁଲିସ । ସୁନୀଲକୁ ଡାକ୍ତରୀ ଟେଷ୍ଟ ପାଇଁ ଝାରପଡା ଜେଲରୁ ପୁଲିସ ନେଇଛି । ରିମାଣ୍ଡରେ ସୁନିଲର ପେଡþ ଗର୍ଲଫ୍ରେଣ୍ଡ ସ୍କିମ୍ ବି ଖୁଲାସା କରିବ ପୁଲିସ । କେମିତି ଆଉ କାହା ସାହାଯ୍ୟରେ ଦିନକ ପାଇଁ ନୁହେଁ ମାସିକିଆ ଭଡାରେ ଯୁବତୀ ଯୋଗାଡ କରୁଥିଲେ ସେକ୍ସ ରାକେଟ୍ ର ଏହି କିଙ୍ଗପିନ୍ । ଏସବୁର ଖୋଳତାଡ କରିବା ପାଇଁ ସୁନିଲକୁ ଜେରା କରିବ ପୁଲିସ ।
ଦେହ ଦଲାଲ ସୁନୀଲ ମେହେରକୁ ପୁଲିସର ଜେରା, ଫିଟିବ ପେଡ୍ ଗର୍ଲଫ୍ରେଣ୍ଡର ଗୁମର
/kanak/media/post_attachments/wp-content/uploads/2016/04/Sunil.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)