୫ ଦିନିଆ ରିମାଣ୍ଡରେ ଯାଇପାରେ ସେକ୍ସ କିଙ୍ଗପିନ୍ ସୁନୀଲ ମେହେର

୫ ଦିନିଆ ରିମାଣ୍ଡରେ ଯାଇପାରେ ସେକ୍ସ କିଙ୍ଗପିନ୍ ସୁନୀଲ ମେହେର

ଭୁବନେଶ୍ୱର: ସୁନିଲ ମେହରକୁ ଅଧିକ ଜେରା ପାଇଁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ । ଏନେଇ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୫ ଦିନିଆ ରିମାଣ୍ଡର ଆବେଦନ କରିବ କମିଶନରେଟ୍ ପୁଲିସ । ଗତକାଲି ସେକ୍ସ ଜଗତର ବେତାଜ ବାଦସାହା ସୁନିଲ ମେହରକୁ କୋଲକାତା ଏୟାରପୋର୍ଟରୁ ଗିରଫ କରାଯାଇଥିଲା । ପୁଲିସ ଆଖିରେ ଧୂଳିଦେଇ ଦୀର୍ଘଦିନ ହେବ ରାଜଧାନୀରେ ସେକ୍ସ ରାକେଟþ ଚଳାଇ ଆସୁଥିଲା ସୁନିଲ । ଶେଷରେ ସେ ପୁଲିସ ଜାଲରେ ପଡିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe