କନକ ବ୍ୟୁରୋ: ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସୁନ୍ଦରଗଡର ଗୁଗୁଲ ଗାର୍ଲଙ୍କ କାହାଣୀ ନ ଦେଖିଲେ ହୁଏତ ଆପଣ ବିଶ୍ୱାସ ନକରିପାରନ୍ତି । ଏହି କୁନି ଶିଶୁ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି । ଯେଉଁ ବୟସରେ ଠିକ ଭାବେ କଥା କହିବା ମୁସକିଲ ସେହି ବୟସରେ ସେ ଜନ ଗଣ ମନ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ନଜର ପକାନ୍ତୁ ଏହି କୁନି ଝିଅଙ୍କ ଦେଶାତ୍ମବୋଧକ ସଙ୍ଗିତ ଗାନ ଉପରେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us