କନକ ବ୍ୟୁରୋ : ସୁନ୍ଦରଗଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହେମଗିରି ଥାନା ବରପାଲି ଗାଁ ପେଟ୍ରୋଲ ପମ୍ପ ନିକଟରେଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨ଟି ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଡ୍ରାଇଭର ଓ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି ।

Advertisment

ଏହା ସହ ଦେଖନ୍ତୁ ଏହି ଭିଡିଓ-