ବିଜେଡିକୁ ଅଡୁଆ କଳା ଓଢଣୀ : ଆସନ୍ତାକାଲି ଜିଲ୍ଲା ଯୁବ କଂଗ୍ରେସର ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ ଡାକରା

ବିଜେଡିକୁ ଅଡୁଆ କଳା ଓଢଣୀ : ଆସନ୍ତାକାଲି ଜିଲ୍ଲା ଯୁବ କଂଗ୍ରେସର ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ ଡାକରା

କନକ ବ୍ୟୁରୋ : ବିଜେଡିକୁ ଅଡୁଆ କଳା ଓଢଣୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ସତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି ବିରୋଧୀ । ସରକାର ଓ ପ୍ରଶାସନର ମହିଳାଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଆସନ୍ତାକାଲି ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ ପାଳନ କରୁଛି ଜିଲ୍ଲା ଯୁବ କଂଗ୍ରେସ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ଅଖଚକ ଜାମ ଡାକରା ଦେଇଛି ଦଳ । ରାଜ୍ୟରେ ମହିଳାଙ୍କ ଇଜ୍ଜତ ରକ୍ଷା ପାଇଁ ସୁନ୍ଦରଗଡବାସୀ ବନ୍ଦକୁ ସଫଳ କରିବେ ବୋଲି ଦଳର ଜିଲ୍ଲା ସଭାପତି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe