ସୁନ୍ଦରଗଡ ଦୁଖନପଡାବାସୀଙ୍କ ଦୁଃଖ,ଇବ ନଦୀ ପଠାରେ ଚୁଆ ହିଁ ଭରସା

Advertisment
ସୁନ୍ଦରଗଡ ଦୁଖନପଡାବାସୀଙ୍କ ଦୁଃଖ,ଇବ ନଦୀ ପଠାରେ ଚୁଆ ହିଁ ଭରସା

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଟୋପାଏ ପାଣି ପାଇଁ ସଂଖ୍ୟାଧିକ ପୁରୁଷ, ମହିଳାଙ୍କ ମାର୍ଚ୍ଚ । ଗରା, ବାଲତି, ଡବା, ଡ୍ରମ ଘରେ ଯାହା ଅଛି ସାଙ୍ଗରେ ଧରି ନଦୀରୁ ପାଣି ସଂଗ୍ରହ ପାଇଁ ଯାଆନ୍ତି ଲୋକେ । ଆମେ ଆପଣଙ୍କୁ ଦେଖାଇବୁ ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲା ଦୁଖନପଡା ଗାଁ ଲୋକଙ୍କ ଦୁଃଖ । କେମିତି ପାଣି ପାଇଁ ଚାଲେ ଅହରହ ସଂଘର୍ଷ ଦେଖନ୍ତୁ ଏହି ରିପୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe