କନକ ବ୍ୟୁରୋ: ବର୍ଷରେ ଥରେ ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ହେବ । ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ସରିଛି । ସୁନାବେଶ ଅପରାହ୍ନ ୫ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ଚାଲିବ । ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଅଧଘଂଟା ମଧ୍ୟରେ ବେଶ ଶେଷ ହେବା ସହ ଦର୍ଶନ ଆରମ୍ଭ ହେବ ।
ଜନ୍ମବେଦୀରୁ ଆସି ସିଂହଦ୍ୱାରରେ ମହାପ୍ରଭୁ ! ଆଜି ଶ୍ରଜିଉଙ୍କ ସୁନାବେଶ
/kanak/media/post_attachments/wp-content/uploads/2017/07/sunabesa.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)