କନକ ବ୍ୟୁରୋ: ତାତିରୁ ମିଳୁନାହିଁ ନିସ୍ତାର । ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ଏବଂ ଝାରସୁଗୁଡା ଉତ୍ତପ୍ତ ସହର ପାଲଟିଛି । ଉଭୟ ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ସମ୍ବଲପୁରରେ ତାପମାତ୍ରା-୪୦.୬, ଚାନ୍ଦବାଲିରେ ତାପମାତ୍ରା-୪୦ ଡିଗ୍ରୀ ରେକର୍ଡ ହୋଇଛି ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଭୁବନେଶ୍ୱର ଓ ଝାରସୁଗୁଡା ଉତ୍ତପ୍ତ ସହର ।
/kanak/media/post_attachments/wp-content/uploads/2023/04/heat-wave-m20-671x430-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)