ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହସ୍ପିଟାଲରେ କେମିତି ଲାଗିଲା ନିଆଁ ? କ୍ୟାମେରା ସାମ୍ନାରେ ଅଗ୍ନିକାଣ୍ଡ ପଛର କାରଣ କହିଛନ୍ତି ସମ୍ ହସପିଟାଲର ଜଣେ ନର୍ସ । ସେ କହିଛନ୍ତି କାହିଁକି ଏବଂ କେମିତି ରୋଗୀଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେଲା । କିଏ ଏଥିପାଇଁ ଦାୟୀ । ଶୁଣନ୍ତୁ ନର୍ସଙ୍କ ମୁହଁରୁ ପୁରା କାହାଣୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us