ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହସ୍ପିଟାଲରେ କେମିତି ଲାଗିଲା ନିଆଁ ? କ୍ୟାମେରା ସାମ୍ନାରେ ଅଗ୍ନିକାଣ୍ଡ ପଛର କାରଣ କହିଛନ୍ତି ସମ୍ ହସପିଟାଲର ଜଣେ ନର୍ସ । ସେ କହିଛନ୍ତି କାହିଁକି ଏବଂ କେମିତି ରୋଗୀଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେଲା । କିଏ ଏଥିପାଇଁ ଦାୟୀ । ଶୁଣନ୍ତୁ ନର୍ସଙ୍କ ମୁହଁରୁ ପୁରା କାହାଣୀ ।
ଧୂଆଁ ଠାରୁ ଆହୁରି ରହସ୍ୟମୟ ନିଆଁ ପଛର କାରଣ ! ନର୍ସ କହିଲେ, ଧୂଆଁରେ ଅଣନିଶ୍ୱାସୀ ହୋଇ ମରିଗଲେ ରୋଗୀ
/kanak/media/post_attachments/wp-content/uploads/2016/10/vlcsnap-2016-10-18-01h33m23s077.png)