କନକ ବ୍ୟୁରୋ : ଅଗ୍ନିଶମ ବିଭାଗ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ଡିଜି ବିନୟ ବେହେରାଙ୍କ ସୂଚନା । ବିଳମ୍ବରେ ସମ୍ ହସ୍ପିଟାଲ କର୍ତୃପକ୍ଷ ଦେଇଥିଲେ ସୂଚନା । ୪୦ରୁ ୪୫ ମିନିଟ୍ ବିଳମ୍ବରେ ଦେଇଥିଲେ ସୂଚନା । ପୂର୍ବରୁ ସୂଚନା ଦେଇଥିଲେ କ୍ଷୟକ୍ଷତି କମ ହୋଇଥାନ୍ତା । ଅଗ୍ନିଶମ ବିଭାଗ ଓ ଡିଏମଇଟି ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟକରିବା ଦରକାର ।
ସମ୍ ଅଗ୍ନିକାଣ୍ଡ ଘଟଣା : ଅଗ୍ନିଶମ ଡିଜି କହିଲେ ଅଗ୍ନିକାଣ୍ଡ ନେଇ ବିଳମ୍ବରେ ଦିଆଯାଇଥିଲା ଖବର
/kanak/media/post_attachments/wp-content/uploads/2016/10/Screen-shot-2016-10-21-at-5.30.02-PM.png)