ରାଜଧାନୀ ଧଉଳି ନିକଟରେ ଏନକାଉଂଟର : ପୁଲିସ ଗୁଳିରେ ଆହତ ମୋଷ୍ଟ ୱାଂଟେଡ ଅପରାଧୀ ଶୁକ,ଏସସିବିରେ ଭର୍ତି

ରାଜଧାନୀ ଧଉଳି ନିକଟରେ ଏନକାଉଂଟର : ପୁଲିସ ଗୁଳିରେ ଆହତ ମୋଷ୍ଟ ୱାଂଟେଡ ଅପରାଧୀ ଶୁକ,ଏସସିବିରେ ଭର୍ତି

suka encounter

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ରାଜଧାନୀରେ ଏନକାଉଁଟର । ଭୁବନେଶ୍ୱର ଧଉଳି ନିକଟରେ ଏନକାଉଁଟର । ପୋଲିସ ଏନକାଉଁଟରରେ କୁଖ୍ୟାତ ଅପରାଧୀ ଶୁକ ଆହତ । ଶୁକର ଡାହାଣ ଗୋଡରେ ବାଜିଛି ଗୁଳି । ଆହତ ଅବସ୍ଥାରେ ଶୁକ କଟକ ଏସସିବିକୁ ସ୍ଥାନାନ୍ତର । ବିଭିନ୍ନ ଥାନାରେ ଶୁକ ନାଁରେ ରହିଛି ମାମଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe