ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ରାଜଧାନୀରେ ଏନକାଉଁଟର । ଭୁବନେଶ୍ୱର ଧଉଳି ନିକଟରେ ଏନକାଉଁଟର । ପୋଲିସ ଏନକାଉଁଟରରେ କୁଖ୍ୟାତ ଅପରାଧୀ ଶୁକ ଆହତ । ଶୁକର ଡାହାଣ ଗୋଡରେ ବାଜିଛି ଗୁଳି । ଆହତ ଅବସ୍ଥାରେ ଶୁକ କଟକ ଏସସିବିକୁ ସ୍ଥାନାନ୍ତର । ବିଭିନ୍ନ ଥାନାରେ ଶୁକ ନାଁରେ ରହିଛି ମାମଲା ।
ଏହାସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-30-08h12m59s009.png)