ଘଂଟାକର ଉଦ୍ୟମ ପରେ ଚେତା ପାଇଲା ୧୦ଫୁଟିଆ ନିସ୍ତେଜ ଅଜଗର

ରୋଷେଇ ଘରେ ୧୨ ଫୁଟର ଅଜଗର । ଭୟରେ ଥରିଲେ ପରିବାର ବର୍ଗ, ଉଦ୍ଧାର କଲା ବନବିଭାଗ ।

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଘଂଟାକର ଉଦ୍ୟମ ପରେ ଚେତା ପାଇଛି ନିସ୍ତେଜ ଅଜଗର । ପୁରୀ ଜିଲ୍ଲା ବୀର ରାମଚନ୍ଦ୍ରପୁରରେ ମାଛ ମାରିବାକୁ ଲଗାଯାଇଥିବା ଜାଲରେ ପଡିଥିଲା ବିରଳ ବର୍ମିଜ ପାଇଥନ । ଜାଲରୁ ଖସିବାକୁ ଉଦ୍ୟମ କରି ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲା । କିନ୍ତୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଏହାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଓୟୁଏଟିକୁ ଆଣିଥିଲେ । ସାପଟି ଏବେ ଡାକ୍ତରୀଦଳର ତତ୍ୱାବଧାନରେ ସେଠାରେ ରହିଥିବା ବେଳେ ସଂପୂର୍ଣ୍ଣ ସୁସ୍ଥ ହେବାପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯିବ ।
ଦେଖନ୍ତୁ -ଅପରେସନ୍ ପାଇଥନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe