କନକ ବ୍ୟୁରୋ : ସଫଳତାର ସରଳ ସୂତ୍ର । ସ୍ୱାମୀ ମୁକୁନ୍ଦାନନ୍ଦଙ୍କଠାରୁ । ଆଜି ଆପଣଙ୍କୁ ସ୍ୱାମୀଜୀ ଜଣାଇବେ ଆପଣ କେମିତି ଶିଖରର ପହଞ୍ଚିବେ । ଜଣେ ମଣିଷ କ’ଣ କଲେ ଶିଖରରେ ପହଞ୍ଚିପାରିବ । ଏଥିପାଇଁ ଆପଣଙ୍କୁ କେଉଁ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

Advertisment

- ଅଭ୍ୟାସ ଉପରେ ସବୁ ନିର୍ଭର କରେ
- ଆଜି ଯିଏ ଶିକ୍ଷକ, ସିଏ ଦିନେ ଛାତ୍ର ଥିଲେ
- ଆଜି ଯିଏ ସଫଳ, ପୂର୍ବରୁ ସେ ଅସଫଳ ହୋଇ ସଫଳ ହୋଇଛନ୍ତି
- ଭଗବତ ଗୀତା କୁହେ ଅଭ୍ୟାସ କଲେ ସଫଳ ହୋଇପାରିବା
- ବିଦ୍ୱାନ ଉପାର୍ଜନରୁ ବିଦ୍ୱାନ ହୋଇପାରିବା
- ଲକ୍ଷ୍ୟ ଉଚ୍ଚ ରଖି ଧୌର୍ଯ୍ୟ ରଖିବା ଉଚିତ