କନକ ବ୍ୟୁରୋ : କରୋନା ସ୍ଥିତି ନେଇ ୨୪ ଘଂଟାର ଅପଡେଟ୍ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏଯାଏଁ ସରିଛି ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା । ଜଣଙ୍କୁ ଛାଡି ସମସ୍ତଙ୍କର ନେଗେଟିଭ୍ ରିପୋର୍ଟ ଆସିଥିବା ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେହିପରି ବାହାରୁ ଆସିଥିବା ୨୬୨୬ ଜଣ ସରକାରୀ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରାଇଛନ୍ତି । ସେହିପରି ୨୪ ଘଂଟା ମଧ୍ୟରେ ୧୦୪ ନମ୍ବରକୁ ୧୨ ହଜାର ଫୋନ କଲ୍ ଆସିଛି । ସେହିପରି ମାଟ୍ରିକ ପରୀକ୍ଷାର ଖାତାଦେଖାକୁ ସ୍ଥଗିତ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/8-6.jpg)