କନକ ବ୍ୟୁରୋ : କଟକରେ ସୁବାସ ସଂଗଠନର ନିଆରା ପ୍ରତିବାଦ । ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ଆନ୍ଦୋଳନ । ପ୍ରଶାସନିକ ଉଦାସିନତାକୁ ବିରୋଧ କରି ପ୍ରତିବାଦ କରାଯାଉଛି । ବାଲି, ଗୋଡି ଓ ସିମେଣ୍ଟ ଭର୍ତ୍ତି ହାଣ୍ଡି ନେଇ ପିଡବ୍ଲୁଡି ଅଫିସରେ ଦେବେ ଆନ୍ଦୋଳନକାରୀ ।
ସୁବାସ ସଂଗଠନର ନିଆରା ପ୍ରତିବାଦ : ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ଆନ୍ଦୋଳନ; ବାଲି, ଗୋଡି ଓ ସିମେଣ୍ଟ ଭର୍ତ୍ତି ହାଣ୍ଡି ନେଇ ପିଡବ୍ଲୁଡି ଅଫିସରେ ଦେବେ ଆନ୍ଦୋଳନକାରୀ
/kanak/media/post_attachments/wp-content/uploads/2023/10/22-4.jpg)