ଗଡିଲା ଦର୍ପଦଳନ ! ଗୁଣ୍ଡିଚା ମନ୍ଦିର ଅଭିମୁଖେ ଭଉଣୀ ସୁଭଦ୍ରା

ଗଡିଲା ଦର୍ପଦଳନ ! ଗୁଣ୍ଡିଚା ମନ୍ଦିର ଅଭିମୁଖେ ଭଉଣୀ ସୁଭଦ୍ରା

Image Courtesy : http://odishachannel.com

କନକ ବ୍ୟୁରୋ : ଆରମ୍ଭ ହୋଇଛି ମା’ ସୁଭଦ୍ରାଙ୍କ ରଥଟଣା । ଦର୍ପଦଳନ ରଥରେ ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ଲୋକେ ଟାଣି ନେଉଛନ୍ତି ଗୁଣ୍ଡିଚା ମନ୍ଦିର ଅଭିମୁଖେ । ବଡଠାକୁର ବଳଭଦ୍ରଙ୍କ ରଥକୁ ଶ୍ରଦ୍ଧାଳୁ ଭିଡି ଭିଡି ନେଉଥିବା ବେଳେ ଏହି ରଥ ଏବେ ଶ୍ରୀନହର ପାଖେ ଅଟକି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe