ଶ୍ରମିକ ନେତାରୁ ମେୟର ପ୍ରାର୍ଥୀ: ଶ୍ରମିକ ନେତାରୁ ରାଜ୍ୟସଭା ସାଂସଦ ଯାଏଁ ରାଜନୈତିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସୁବାସ ସିଂ 

ଶ୍ରମିକ ନେତାରୁ ମେୟର ପ୍ରାର୍ଥୀ: ଶ୍ରମିକ ନେତାରୁ ରାଜ୍ୟସଭା ସାଂସଦ ଯାଏଁ ରାଜନୈତିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସୁବାସ ସିଂ 

କନକ ବ୍ୟୁରୋ: କଟକ ମେୟର ପ୍ରାର୍ଥୀ ଭାବେ ସୁବାସ ସିଂହଙ୍କ ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି । କଟକ ପାଇଁ ଗୁରୁଦାୟିତ୍ୱ ଦିଆଯାଇଥିବାରୁ ଧନ୍ୟବାଦ ଜଣାଇବା ସହ କଟକବାସୀଙ୍କ ଠାରୁ ଆର୍ଶୀବାଦ ପାଇବା ଆଶା ଅଛି ବୋଲି କହିଛନ୍ତି ସୁବାସ ସିଂହ । ନୂଆ ରୂପରେଖ ନେଇ କଟକ ବିକାଶ ହେବ ବୋଲି ସୁବାସ ସିଂହ କହିଛନ୍ତି ।

ସୁବାସ ସିଂ

- ଶ୍ରମିକ ନେତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ

- କଟକ ବଂଚାଅ ସମିତି ନାଁରେ ସଂଗଠନ ଗଢିଥିଲେ

- ବାମ ଦଳରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ

- ପରବର୍ତୀ ସମୟରେ ବିଜେଡିରେ ଯୋଗଦେଇଥିଲେ

- ବିଜେଡିର ଶ୍ରମିକ ସଂଗଠନ ‘ବିଜୁ ଶ୍ରିମକ ସାମ୍ମୁଖ୍ୟ’ର ସାଧାରଣ ସମ୍ପାଦକ

- ବିଜେଡିର ଜାତୀୟ ମୁଖପାତ୍ର ଓ କୋଷାଧ୍ୟକ୍ଷ ମଧ୍ୟ ଥିଲେ

- ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ସଂଗଠନର ଅଧ୍ୟକ୍ଷ ଥିଲେ

- ବିଜୁ ଯୁବ ବାହିନୀର ସଭାପତି ଭାବେ ମଧ୍ୟ କାମ କରିଛନ୍ତି

- ୨୦୨୦ ମସିହାରୁ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ୱ କରୁଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe