କଟକ ବ୍ୟୁରୋ, କନକ ନ୍ୟୁଜ୍ : ରୋମାଂଟିକ୍ ରେଭେନ୍ସାର ଆଶୋଭନୀୟ ଚିତ୍ର । କ୍ୟାମ୍ପସରେ ଖାଲି ରୋମାନ୍ସ ଚାଲିନଥିଲା ବରଂ ବେଧଡକ ଚାଲିଥିଲା ନିଶା ସେବନ । ପାଠ ଆଢୁଆଳରେ ୟୁନିଭରସିଟି ପରିସରରେ ନିଇତି ଜମୁଥିଲା ମଦର ଆସର। କନକ ନ୍ୟୁଜ ହାତରେ ଲାଗିଛି ବିଶ୍ୱବିଦ୍ୟାଳୟର ଏଭଳି ଦୃଶ୍ୟ । ଦେଖନ୍ତୁ ଏହି ରିପୋର୍ଟ :
ମତୁଆଲା ରେଭେନ୍ସା : ପୁରାତନ କ୍ୟାମ୍ପସରେ ପାଶ୍ଚାତ୍ୟ ପରମ୍ପରା
/kanak/media/post_attachments/wp-content/uploads/2016/08/141201_Yoffe_smirnoff.jpg.CROP_.original-original.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)