ମୋବାଇଲ ଗେମ୍ ପାଇଁ ଗଲା ଜୀବନ! ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର

Advertisment
ମୋବାଇଲ ଗେମ୍ ପାଇଁ ଗଲା ଜୀବନ! ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର

କନକ ବ୍ୟୁରୋ: ଆନନ୍ଦପୁର ଇନ୍ଦିପୁରା ଗାଁରେ ଅଭାବନୀୟ ଘଟଣା । ଗେମ୍ ଖେଳିବାକୁ ମୋବାଇଲ ନଦେବାରୁ ପୁଅର ଆତ୍ମହତ୍ୟା ସୂଚନା । ଘରେ ଥିବା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର । ଆତ୍ମହତ୍ୟା ପରେ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲା ।

ଛାତ୍ର ଜଣକ ଘସିପୁରା ଆଦର୍ଶ ସ୍କୁଲରେ ନବମ ଶ୍ରେଣୀର ଛାତ୍ର । ଗେମ ଖେଳିବାରୁ ଘରେ ମନା କରିବାରୁ ଛାତ୍ର ଜଣକ ମାନସିକ ଚାପରେ ରହି ଏଭଳି କରିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe