କୋରାପୁଟ : ସହର ଭିତରେ ଅଜବ ଶିକ୍ଷା ବ୍ୟବସ୍ଥା। ଭଡା ଘରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ। ଗୋଟିଏ ସ୍କୁଲରେ ୯ ଜଣ ପିଲାଙ୍କୁ ୩ ଜଣ ଶିକ୍ଷକ ଥିବା ବେଳେ ଅନ୍ୟ ଏକ ସ୍କୁଲରେ ୧୭୦ ପିଲାଙ୍କୁ ମାତ୍ର ଦୁଇଟି କ୍ଲାସରୁମ୍। ଏଥିରୁ ଅନୁମାନ କରି ହେଉଛି କେମିତି ଚାଲିଥିବ ପାଠପଢା। କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର କୁହା ଯାଉଥିବା ଜୟପୁର ସହରରେ ଦେଖିବାକୁ ମିଳିଛି ଏପରି ଅବସ୍ଥା।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-19-17h44m14s381.png)