କନକ ବ୍ୟୁରୋ : ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଯୌନ ନିର୍ଯାତନା ଅଭିଯୋଗ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇରେ । ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ କଲେଜରେ ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ସରୋଜ କୁମାର ଗିରି ଯୌନ ନିର୍ଯାତନା ଦେଉଥିବା ଛାତ୍ରୀ ଅଭିଯୋଗ ଆଣିଛନ୍ତି ।
ଏନେଇ ଛାତ୍ରଛାତ୍ରୀମାନେ ଲିଖିତ ଭାବେ କଲେଜ ଅଧ୍ୟକ୍ଷଙ୍କ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଫଳରେ ଅଧ୍ୟାପକଙ୍କୁ ଗିରଫ କରିବା ଦାବିରେ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିବା ସହ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-05-13h10m55s432.png)