କନକ ବ୍ୟୁରୋ : ପରୀକ୍ଷା ବେଳେ ଅନେକ ଛାତ୍ରଛାତ୍ରୀ ଚାପରେ ରହିଥାନ୍ତି । ତେବେ ଏହି ସମୟରେ କେମିତି ଚାପମୁକ୍ତ ରହିବେ ସେ ନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର । ମାଟ୍ରିକ ପରୀକ୍ଷା ଜୀବନର ଶେଷ ପରୀକ୍ଷା ନୁହେଁ, ଏମିତି ଅନେକ ପରୀକ୍ଷା ଆସିବ ଓ ଯିବ ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦେଲେ ପରୀକ୍ଷା ଭଲ ହେବ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ।
ପରୀକ୍ଷା ସମୟରେ କେମିତି ରହିବେ ଚାପମୁକ୍ତ । ବିଶେଷଜ୍ଞ ଡାକ୍ତର ଦେଲେ ପରାମର୍ଶ
/kanak/media/post_attachments/wp-content/uploads/2024/02/26-20.jpg)