କନକ ବ୍ୟୁରୋ: ରାଜଧାନୀରେ ଜୋରଦାର ହୋଇଛି ହେଲମେଟ ଚେକିଂ । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହେଲମେଟ୍ ଚେକିଂ କରିଛନ୍ତି ଟ୍ରାଫିକ ପୁଲିସ । ହେଲମେଟ୍ ନପିନ୍ଧି ଗାଡି ଚଳାଉଥିବା ଲୋକଙ୍କୁ ଫାଇନ୍ କରାଯାଇଛି । ରାସ୍ତାକଡରେ ଠିଆ ହୋଇ ଚାଲାଣ କାଟୁଛି ପୁଲିସ । ହେଲମେଟ୍ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କାର ଫାଇନ୍ କରାଯାଇଛି । ଫାଇନ୍ ବାବଦକୁ କଟା ଯାଇଥିବା ଫାଇନ୍ର ଇ-ଚାଲାଣ ଘରକୁ ଯିବ ।
ରାଜଧାନୀରେ ଜୋରଦାର ହେଲମେଟ ଚେକିଂ: ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଧରୁଛି ପୁଲିସ; କଡା ଫାଇନ୍ ଦେଇ କାନମୁଣ୍ଡା ଆଉଁସି ଯାଉଛନ୍ତି ଅମାନିଆ
/kanak/media/post_attachments/wp-content/uploads/2020/12/17-15.jpg)