୨ କୋଟି ଟଙ୍କାର ଚୋରା ଗାଡ଼ି ଜବତ । ୧୫ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ଜବତ କଲା ବଲାଙ୍ଗିର ପୋଲିସ ।

୨ କୋଟି ଟଙ୍କାର ଚୋରା ଗାଡ଼ି ଜବତ । ୧୫ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ଜବତ କଲା ବଲାଙ୍ଗିର ପୋଲିସ ।

କନକ ବ୍ୟୁରୋ : ବଲାଙ୍ଗିର ସଦର ପୋଲିସକୁ ବଡ଼ ସଫଳତା । ପାଖାପାଖି ୨ କୋଟି ଟଙ୍କାର ଗାଡ଼ି ଜବତ କରିଛି ପୋଲିସ । ଏଥିରେ ପିକ୍ ଅପ୍ ଗାଡ଼ି ସହିତ ବୋଲେରୋ, ଅଟୋ ମଧ୍ୟ ରହିଛି । ୧୫ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୧୨ ଜଣଙ୍କୁ ଧରିଛି ପୋଲିସ ।

ତେବେ ଗାଡି ଚୋରି ନେଇ ବଲାଙ୍ଗିର, ପାଟଣାଗଡ଼, ଲୋଇସିଂହା ଲରମ୍ବା, ବଙ୍ଗମୁଣ୍ଡା, ସଇଁତଳା ସହିତ ବରଗଡ଼, କଳାହାଣ୍ଡି ଥାନାରେ ହୋଇଥିବା ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe