କନକ ବ୍ୟୁରୋ : ବଲାଙ୍ଗିର ସଦର ପୋଲିସକୁ ବଡ଼ ସଫଳତା । ପାଖାପାଖି ୨ କୋଟି ଟଙ୍କାର ଗାଡ଼ି ଜବତ କରିଛି ପୋଲିସ । ଏଥିରେ ପିକ୍ ଅପ୍ ଗାଡ଼ି ସହିତ ବୋଲେରୋ, ଅଟୋ ମଧ୍ୟ ରହିଛି । ୧୫ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୧୨ ଜଣଙ୍କୁ ଧରିଛି ପୋଲିସ ।
ତେବେ ଗାଡି ଚୋରି ନେଇ ବଲାଙ୍ଗିର, ପାଟଣାଗଡ଼, ଲୋଇସିଂହା ଲରମ୍ବା, ବଙ୍ଗମୁଣ୍ଡା, ସଇଁତଳା ସହିତ ବରଗଡ଼, କଳାହାଣ୍ଡି ଥାନାରେ ହୋଇଥିବା ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/37-8.jpg)