ପିପିଲିରେ ଠାକୁରଙ୍କୁ ବି ଲୁଟିନେଲେ ଦୁର୍ବୃତ୍ତ: ପୁରାତନ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ମୁର୍ତ୍ତି ଚୋରି; ରାଧା, କୃଷ୍ଣ, ଲକ୍ଷ୍ମୀ, ନାରାୟଣ ମୁର୍ତ୍ତି ଚୋରି କରି ନେଲେ ଦୁର୍ବୃତ୍ତ

Advertisment
ପିପିଲିରେ ଠାକୁରଙ୍କୁ ବି ଲୁଟିନେଲେ ଦୁର୍ବୃତ୍ତ: ପୁରାତନ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ମୁର୍ତ୍ତି ଚୋରି; ରାଧା, କୃଷ୍ଣ, ଲକ୍ଷ୍ମୀ, ନାରାୟଣ ମୁର୍ତ୍ତି ଚୋରି କରି ନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ପିପିଲିରେ ଠାକୁରଙ୍କୁ ବି ଲୁଟିନେଲେ ଦୁର୍ବୃତ୍ତ । ପିପିଲି କାକୁଡ଼ିଆ ଗାଁରେ ଥିବା ବହୁ ପୁରାତନ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ରାଧା, କୃଷ୍ଣ, ଲକ୍ଷ୍ମୀ, ନାରାୟଣ ମୁର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଗାଁର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଗୋପିନାଥ ଦେବଙ୍କ ମନ୍ଦିରରୁ ଅଷ୍ଟଧାତୁ ମୁର୍ତ୍ତି ଚୋରି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଚୋରି କରିଛନ୍ତି ଲୁଟେରା । ତେବେ ଲୁଟେରାଙ୍କର ପତ୍ତା ମିଳିନଥିବା ବେଳେ ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe