ଢେଙ୍କାନାଳ ଷ୍ଟେସନରେ ଦୁର୍ଘଟଣା ! ଇଂଜିନ୍ ଯାଂଚ ବେଳେ ମାଲବାହୀ ଟ୍ରେନରେ କଟି ଷ୍ଟେସନ ମ୍ୟାନେଜର ମୃତ

ଢେଙ୍କାନାଳ ଷ୍ଟେସନରେ ଦୁର୍ଘଟଣା ! ଇଂଜିନ୍ ଯାଂଚ ବେଳେ ମାଲବାହୀ ଟ୍ରେନରେ କଟି ଷ୍ଟେସନ ମ୍ୟାନେଜର ମୃତ

କନକ ବ୍ୟୁରୋ : ଢେଙ୍କାନାଳ ଷ୍ଟେସନରେ ଦୁର୍ଘଟଣା । ଟ୍ରେନରେ କଟି ଷ୍ଟେସନ ମ୍ୟାନେଜରଙ୍କର ମୃତ୍ୟୁ ହୋଇଛି । ଗତକାଲି ମଧ୍ୟ ରାତ୍ରୀରେ ଟ୍ରେନ ଇଂଜିନ ଯାଂଚ କରୁଥିବା ବେଳେ ଏହି ଅଘଟଣ ଘଟିଛି । ମାଲବାହୀ ଟ୍ରେନ ଧକ୍କାରେ ଷ୍ଟେସନ ମ୍ୟାନେଜର ପବିତ୍ର ମୋହନ ନାୟକଙ୍କର ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାର ତଦନ୍ତ କରୁଛି ଜିଆରପି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe