କନକ ବ୍ୟୁରୋ : ଢେଙ୍କାନାଳ ଷ୍ଟେସନରେ ଦୁର୍ଘଟଣା । ଟ୍ରେନରେ କଟି ଷ୍ଟେସନ ମ୍ୟାନେଜରଙ୍କର ମୃତ୍ୟୁ ହୋଇଛି । ଗତକାଲି ମଧ୍ୟ ରାତ୍ରୀରେ ଟ୍ରେନ ଇଂଜିନ ଯାଂଚ କରୁଥିବା ବେଳେ ଏହି ଅଘଟଣ ଘଟିଛି । ମାଲବାହୀ ଟ୍ରେନ ଧକ୍କାରେ ଷ୍ଟେସନ ମ୍ୟାନେଜର ପବିତ୍ର ମୋହନ ନାୟକଙ୍କର ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାର ତଦନ୍ତ କରୁଛି ଜିଆରପି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/1-9.jpg)