ସରପଞ୍ଚଙ୍କୁ ଆକ୍ରମଣ ; ରାଜନୈତିକ ଆକ୍ରୋଷ  ନେଇ ସରପଞ୍ଚଙ୍କୁ ନିସ୍ତୁକ ମାଡ ।

ସରପଞ୍ଚଙ୍କୁ ମାଡ଼ , ଥାନାରେ ପହଞ୍ଚିଲା ମାମଲା । ଗଞ୍ଜାମ ବୁଗୁଡା ମୋଟାବାଡି ଝାଞ୍ଜିରି ଗାଡିଆ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ରାଜନୈତିକ ଆକ୍ରୋଶ କାରଣରୁ ସରପଞ୍ଚ ପିଣ୍ଟୁ ସେଠୀଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । 

201

କନକ ବ୍ୟୁରୋ: ସରପଞ୍ଚଙ୍କୁ ମାଡ଼ , ଥାନାରେ ପହଞ୍ଚିଲା ମାମଲା । ଗଞ୍ଜାମ ବୁଗୁଡା ମୋଟାବାଡି ଝାଞ୍ଜିରି ଗାଡିଆ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ରାଜନୈତିକ ଆକ୍ରୋଶ କାରଣରୁ ସରପଞ୍ଚ ପିଣ୍ଟୁ ସେଠୀଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । 

ଏନଆରଇଜିଏସରେ ରାସ୍ତାକାମ ତଦାରଖ କରିବାକୁ ଯାଇଥିବା ବେଳେ ପିଣ୍ଟୁଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେବା ପରେ ବୁଗୁଡ଼ା ଥାନାରେ ସରପଞ୍ଚଙ୍କ ପକ୍ଷରୁ ଏତଲା ଦାୟର କରାଯାଇଛି, ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ । ନିଜ ତଥା ନିଜ ପରିବାରକୁ ଅସୁରକ୍ଷିତ ମଣି ପ୍ରଶାସନ ପକ୍ଷରୁ ସୁରକ୍ଷା ଲୋଡ଼ିଛନ୍ତି ସରପଞ୍ଚ ପିଣ୍ଟୁ ସେଠୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe