ନୂଆବର୍ଷ ଆରମ୍ଭରୁ ସମ୍ବଲପୁରବାସୀଙ୍କୁ ମୋହନଙ୍କ ବଡ଼ ଭେଟି...

Advertisment

କାଲି ପ୍ରଥମ ପର୍ଯ୍ୟାୟରେ ସମ୍ୱଲପୁରରେ ଇ-ବସ ଚଳାଚଳର ଶୁଭାରମ୍ଭ କରିଥିଲେ । ଆଜି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

କାଲି ପ୍ରଥମ ପର୍ଯ୍ୟାୟରେ ସମ୍ୱଲପୁରରେ ଇ-ବସ ଚଳାଚଳର ଶୁଭାରମ୍ଭ କରିଥିଲେ । ଆଜି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

34

Mohan Majhi Photograph: (kanak news)

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ସମ୍ବଲପୁରକୁ ଦୁଇ ଦୁନିଆ ଗସ୍ତରେ ଆସି ସମ୍ୱଲପୁରକୁ ୯୪୮ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଗସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ, ଭିତିପ୍ରସ୍ତର ସ୍ଥାପନ  କରିଛନ୍ତି । ଗତକାଲି ୨୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିବା ବେଳେ ୯୪୮କୋଟି ଟଙ୍କାର ଭେଟି ଦେଇଛନ୍ତି । କାଲି ପ୍ରଥମ ପର୍ଯ୍ୟାୟରେ ସମ୍ୱଲପୁରରେ ଇ-ବସ ଚଳାଚଳର ଶୁଭାରମ୍ଭ କରିଥିଲେ । ଆଜି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ଅଧିକ ପଢ଼ନ୍ତୁ : ମହାନଦୀର ତଣ୍ଟି ଚିପି ଦେଇଛି ପଡ଼ୋଶୀ ରାଜ୍ୟ

ସମ୍ୱଲପୁରକୁ ମୋହନଙ୍କ ଭେଟି 

ସମ୍ୱଲପୁରକୁ ୯୪୮ କୋଟି ଟଙ୍କାର ପ୍ରକଳ୍ପ ଭେଟି 
କାଲି ୨୫ଟି ପ୍ରକଳ୍ପର ଶୁଭ ଉଦଘାଟନ 
ସହରରେ ଇ-ବସ୍‌ର ଚଳାଚଳର ଶୁଭାରମ୍ଭ 
ପ୍ରଥମ ପର୍ଯ୍ୟାୟରେ ଗଡ଼ିଲା ୨୫ଟି ଇ-ବସ୍ 
ପରେ ଆହୁରି ୫୦ଟି ବସ୍ ଯୋଗାଇବେ ସରକାର 
ଆଜି ବୃହତ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ 
ବ୍ୟୟ ଅଟକଳ ୪୫୧ କୋଟି ୨୪ ଲକ୍ଷ ଟଙ୍କା 
ସହର ସାରା ବିଛାଯିବ ୩୪୦ କିମି ପାଣି ପାଇପ୍‌ଲାଇନ୍ 
ଦିନକୁ ୧୦୦ ମିଲିଅନ୍ ଲିଟର ପାଣି ସହରବାସୀଙ୍କୁ ମିଳିବ  
ପାଇପ ଯୋଗେ ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି 
ଦୀର୍ଘଦିନରୁ ଥିବା ସମ୍ୱଲପୁରର ପାନୀୟ ଜଳ ସମସ୍ୟା ତୁଟିବ 
ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର କୋଠା ଉଦଘାଟିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe