ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି  :  ଜନତା ମଇଦାନରେ ସୁରକ୍ଷା ଯାଞ୍ଚ ।

Advertisment

ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଜନତା ମଇଦାନରେ ସୁରକ୍ଷା ଯାଞ୍ଚ । ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ପୋଲିସ କମିସନର ।

ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଜନତା ମଇଦାନରେ ସୁରକ୍ଷା ଯାଞ୍ଚ । ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ପୋଲିସ କମିସନର ।

ପ୍ରବାସୀଙ୍କ ପାଇଁ ବଡ଼ ପ୍ରସ୍ତୁତି

ପ୍ରବାସୀଙ୍କ ପାଇଁ ବଡ଼ ପ୍ରସ୍ତୁତି Photograph: (kanaknews)

କନକ ବ୍ୟୁରୋ: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଜନତା ମଇଦାନରେ ସୁରକ୍ଷାକୁ ନେଇ କରାଯାଉଛି ମକ୍‌ ଡ୍ରିଲ । ଜନତା ମଇଦାନରେ ଅର୍ବାନ ୱାର ଫାୟାର ପକ୍ଷରୁ କରାଯାଇଛି ମକ୍‌ ଡ୍ରିଲ । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଯୋଗଦେବେ । 

ଏହା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ପୋଲିସ କମିସନର । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଏସପିଜି, ଏସ୍ଓଜି, ଓଡ୍ରାଫ, ଅଗ୍ନିଶମ, କେ-ନାଇନ୍ ସ୍କ୍ବାଡ୍ ଆଲର୍ଟ ହୋଇ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe